ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଶିକାର ବନିଲେ ୪ ମଇଁଷି

କେନ୍ଦୁଝର: କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରିଥିବା ସୂଚନା ରହିଛି। ଖବର ଅନୁସାରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁରୁ ମଇଁଷି ପଲ୍ଲ ରାତ୍ରିରେ ଜଙ୍ଗଲରେ ବୁଲୁଥିବା ବେଳେ ବାଘ ୪ଟି ମଇଁଷିକୁ ମାରି ଖାଇଥିବା ଜାଣିବାକୁ ମିିଳିଛି। ଖବର ପାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରୁଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଅଟେଇ … Continue reading ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଶିକାର ବନିଲେ ୪ ମଇଁଷି